ସମାଜରେ ସାମାଜିକ କର୍ମ ଓ କର୍ତ୍ତବ୍ୟ କରିବା ନିମନ୍ତେ, ଆଧ୍ୟାତ୍ମିକ ଜ୍ଞାନର ମୌଳିକ ବିଚାରଧାରା ଥିବା ନିତ୍ୟାନ୍ତ ଆବଶ୍ୟକ, ମୋକ୍ଷ ଜ୍ଞାନ ଓ ମୋକ୍ଷ ଜ୍ଞାନୀ ଅଟନ୍ତି ଏକ ସାମାଜିକ ହିତାଧିକାରୀ।
ତେଣୁ ସାମାଜିକ ହିତାଧିକାରୀ କର୍ମ ପାଇଁ, World No-1 Lawyer ହେବା ସତ୍ତ୍ୱେ ମାନବ ସମାଜର ଭାଈ ମାନେ ଜ୍ଞାନୀ ରୂପେ ଗ୍ରହଣ କରି ନଥିବା କାରଣରୁ, ପୂରାତନ ଜ୍ଞାନ ଆତ୍ମ ସହ ସାଥେ ସାଥେ ଚାଲେ, ଯାହାକୁ କୁହାଯାଇ ଥାଏ ଅଜଣା ଶକ୍ତି, ଅଜଣା ଶକ୍ତିର ଜୁଆର ବିଷୟରେ ଅବଗତ ହେବା ପରେ, Moksha ମୋକ୍ଷ ଜ୍ଞାନ ବିଷୟରେ ଆଗ୍ରହ ବଢ଼ିବାରେ ଲାଗିଲା, ମୋକ୍ଷ ଜ୍ଞାନ ପାଇଁ କର୍ମ ରୂପକ ଆଦେଶ ନିର୍ଦ୍ଦେଶ ଓ ପରିଶ୍ରମ କରି ପାଇଥିଲି ମହାଦେବ ଓ ମହାବୀରଙ୍କୁ, ଦର୍ଶନ କରିବା କ୍ଷଣି ଜୀବନ ସଫଳ ହୁଏ, ପାଇଛି ଯାହା ସମସ୍ତଙ୍କୁ ମିଳୁ ବୋଲି ସଦା ସର୍ବଦା ଶ୍ରୀ ହରି ମହା ବିଷ୍ଣୁଙ୍କ ପାଖରେ ପାର୍ଥନା ରଖିଛି।
ଏହି ଜ୍ଞାନ ବିଷୟରେ ଅବଗତ କରାଇବା ପାଇଁ ଚେଷ୍ଟା କରୁଥିଲି, କରୁଛି ଓ କରୁଥିବି, ଗୋଟିଏ ସତ ଅନେକ ମିଥ୍ୟା।
ଏହି ଜ୍ଞାନ ପାଇଁ ସମାଜରେ ଶାନ୍ତି ପରିସ୍ଥିତି ସ୍ଥାପନ କରିବା ଉଦ୍ଦେଶ୍ୟ ଓ ବିଚାର।
କରି କରାଇ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ ଢେଗ ସୁଣିଥିବେ, ବୁଝି କେତେ ମାତ୍ରାରେ ଥିବେ ମୁଁ ଜାଣିନି।
ଏମିତି ମାୟା ମୋହ ଲୋଭ ଠାରୁ ଦୂରେଇବା ମଧ୍ୟ କେବଳ ସଫଳ ଆଧ୍ୟାତ୍ମିକ ଜ୍ଞାନର ପରିସୀମା
ମୋକ୍ଷ ଜ୍ଞାନ କେଉଁ ମାନବ ପାଇ ସାରିଛନ୍ତି, କିଏ କିଏ ପାଇ ପାରିବେ, କେତେ ଶୀଘ୍ର ବୁଝେଇ ହେବ ମୋକ୍ଷ ଜ୍ଞାନ, ଏହା ମୋର ପରୀକ୍ଷଣ ଓ ସମୀକ୍ଷା। ଏହି ପରୀକ୍ଷାରେ କେବଳ ସଫଳତା ଅଛି, ତେଣୁ ସମସ୍ତ ପରୀକ୍ଷା ନିରୀକ୍ଷା କରି ଆତ୍ମ ସମାଜ ଯୋଗ୍ୟତା ମଧ୍ୟ ଦେଇଛନ୍ତି।
ମୋତେ କହିବାକୁ ଆନନ୍ଦ ଲାଗୁଛି କି, ମୋକ୍ଷ ଜ୍ଞାନ ସମସ୍ତେ ପାଇବେ, ଯେଉଁ ମାନେ ଅଧିକ ଜାଣିଛନ୍ତି କହି ଉଡ଼ିବେ, ସେହି ମାନବ ବିଶେଷ ବର୍ଷ ବର୍ଷ ତପସ୍ୟା ରତ ହୋଇ ରହିଯିବେ। ସତ୍ୟ ଯୁଗର କର୍ମ ଜ୍ଞାନ।
ଏମିତି ମହାଦେବଙ୍କ ପୂଜା ଅର୍ଚ୍ଚନା ତପସ୍ୟା ରତ ହୋଇ ମଧ୍ୟ ବାଟ ବଣା ହେଉଛେ, ଏହାର ଅନେକ ରାସ୍ତା ଅଛି, ମାନବ ସମାଜର ଭାଈ ମାନେ ଗସ୍ତରେ ଅଛନ୍ତି, ଦେବା ଦେବୀ ଦର୍ଶନ କରି ମଧ୍ୟ ଅବଗତ ନଥିବା କଥା ହିଁ କଳି କାଳର ସମାପ୍ତ ସମୟ, ତେଣୁ…..
