BrahmanKshyatriya
BaishyaSudra
January 25, 2026

SMruti_The_Memory

Memory The meaning of SMruti

ମାତା ତୁଳସୀ

ମାତା ତୁଳସୀ

ମାତା ତୁଳସୀଙ୍କ ବିନା ସମାଜର ଅସ୍ଥିତ୍ଵ ନାହିଁ, ତୁଳସୀ ଦୁଇ ପତ୍ରରୁ ବାସେ, ଏମିତି ଏତେ ବିଶ୍ଳେଷଣ ଅଛି, ଯାହା ପାଇଁ ମୋ ପାଖେ ଶବ୍ଦ ଚୟନ ଓ ଉଚିତ ସ୍ଥାନ ଶଦ୍ଦ ପାଇଁ ବାଛିବା ହିଁ ମୋର ଜୀବନ, ମାଆ ତୁଳସୀ ଚରଣେ ସ୍ଥାନ ମିଳିବା ମୋ ପାଇଁ ସମ୍ଭବ ନୁହେଁ, କାରଣ ଜାଣିଥିବା ବ୍ୟକ୍ତି ଆଧ୍ୟାତ୍ମିକ ଗୁରୁ ଜ୍ଞାନୀ ମାନବ।

ତେଣୁ ମାଆ ମତେ ବହୁତ୍ ଦେଇଛନ୍ତି, ମାଆଙ୍କୁ ଦେବା ପାଇଁ କିଛି ନାହିଁ ମୋ ପାଖେ, ମାଆ କେବଳ ଦେଇଥାନ୍ତି, ତାହାର ଏକ ସମ୍ପୂର୍ଣ ଉଦାହରଣ ମାଆ ତୁଳସୀ, ତେଣୁ ମାଆଙ୍କୁ ଘର ମନ୍ଦିରେ ସମସ୍ତେ ରଖନ୍ତି, ଦୁଆର ମୁହେଁ ରୁହନ୍ତି, ଦାଣ୍ଡ ଦୁଆରେ ବସେଇ ଆମେ ଶାନ୍ତିରେ ଘରେ ଶୁଅନ୍ତି, ଏମିତି ଅନେକ ଅନେକ।

ଆଜି ତୁଳସି ମାଆଙ୍କ ପୂଜା ଦାନବ ମଧ୍ଯ ମାନବ ହୋଇ କରିଛନ୍ତି, artificial haarp technology ରୂପକ ବର୍ଷା ରୂପରେ, ଚାଷୀ ମାନଙ୍କ ଧାନ ଫସଲ ନଷ୍ଟ ହୋଇଯାଇଛି ସତ, ମାତ୍ର ତୁଳସୀ ମାଆଙ୍କୁ ମୋର ଆଉ ଏକ ବିନତୀ, ଦାନବ ପ୍ରବୃତ୍ତି ଥିବା ମାନବ ମାନଙ୍କୁ ସୂ ବୁଦ୍ଧି ଓ ସୂ ଜ୍ଞାନ ଦିଅନ୍ତୁ, ବିଜ୍ଞାନ ଆବଶ୍ୟକ, ଜ୍ଞାନ ଅତ୍ୟାବଶ୍ୟକ, ସତ୍ ଜ୍ଞାନ ରୁପକ୍ ବରଦାନ ଦିଅନ୍ତୁ।

ଚଉରା ମାଟି ସହ ଜଡ଼ିତ, ସେହିପରି ମାନବ ଶରୀର ମାଟିରୁ ଗଠିତ, ଜୀବ ଜୀବିତ ରୂପ ପରିବର୍ତ୍ତିତ।

ଜିବ ସମସ୍ତେ, ସୁସ୍ଥ ସମସ୍ତେ, ଦାଣ୍ଡ ଦୁଆରେ ବସୀ କରି ଖଟି କର ସମସ୍ତେ, ତୁଳସୀ ମାଆ ଙ୍କୁ ଜଳ ଅର୍ପଣ କରି ଯୁଗ ଯୁଗାନ୍ତର ଖୁସି ରୁହ ସମସ୍ତେ

Leave a Reply

Your email address will not be published. Required fields are marked *