ଚୁପ୍ ଶବ୍ଦ
ଜୟ ଶ୍ରୀ ହରି ମହାବିଷ୍ଣୁମହାଦେବ ମୋର ବା ଆମର ଗୁରୁ ସଦା ସର୍ବଦା ଜୀବିତ,
ମୋର ଚୁପ୍ ରହିବା ଅର୍ଥ, କିଛି ଅନର୍ଥ ହେଇ ନଯାଉ, ତେଣୁ ମୂର୍ଖ ଗ୍ରାମ ବା ଦେଶର ବ୍ୟକ୍ତିଙ୍କ ପାଖେ ଚୁପ୍ ରହିବା ଦରକାର, ମୁଁ ଚୁପ୍ ରହିବି ସ୍ଥିର କରି ସାରିଛି, କାରଣ ଜ୍ଞାନ ଭଳି ଅମୂଲ୍ୟ ମୂଲ ଅନୁଭବ ପାଇଁ ଚୁପ୍ ରହିବି social media ରେ। ଜାଣିନି କେତେ ସମୟ ଓ କେତେ ଦିନ, ଏତିକି କହିବି ମତେ ଚୁପ୍ ରଖିବା ପାଇଁ ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଓ କ୍ଷତସଂସ୍କୃତି ଦ୍ବାରା ସମ୍ଭବ ନୁହେଁ।
ମୋକ୍ଷ ଜ୍ଞାନୀ ମହାରାଜା ଭଳି ଉପାଧୀର ମୂଲ୍ୟ, ସାଧାରଣ ବ୍ୟକ୍ତି ବା ଅଜ୍ଞାନୀଠୁ ବଡ଼ ନୁହେଁ, ମାତ୍ର ସାଧାରଣ ବ୍ୟକ୍ତି ଓ ଅଜ୍ଞାନୀ ବ୍ୟକ୍ତି ଯଦି କରି ଥାଏ କ୍ଷତ ସଂସ୍କୃତି, ଦୁର୍ନୀତି, ଅନ୍ୟାୟ ଓ ଅତ୍ୟାଚାର, ତେବେ ଚୁପ୍ ରହିବା ମହାରାଜା ଉପାଧିର ମହାପାପ। ତେଣୁ ଏହି କାରଣରୁ ନା ମୁଁ ଚୁପ୍ ରହିବି ନା ମୋତେ ଚୁପ୍ ରଖି ପାରିବ। Better ସୁଧୁରି ଯାଅ ନହେଲେ ସୁଧୁରେଇ ଦିଆଯିବ।
@highlight Kartiksmruti Rath Kartiksmruti Blog Smruti Rath Simran Mishra
ବିଚାର ଯାହା ସମୟ ରଚିଛି,
ସମୟ ଜାଣିଛି କାହିଁ ରଚିଛି,
ସମୟ ଗତି ବୁଝେ ଦିନ ରାତି,
ଯାଏ ବିତି ହୁଏନା କେବେ ଇତି,
ଶୀଘ୍ର ବୁଝେଇ ପାରିବି କେମିତି,
ନା ମନେ ନା ପ୍ରାଣେ ଜ୍ଞାନ ପ୍ରୀତି,
ପଢ଼ି ବୁଝିଲେ ବଢ଼ି ଥାଏ ଗତି,
ଶୁଣି ବୁଝିଲେ ଜ୍ଞାନ ଅସରନ୍ତି,
ଅସରନ୍ତି ସମୟ ଯିଏ ରଚିଛି,
ବାକି ସିଏ କିଛି ବିଚାର ରଖିଛି,
#mokshagyanimaharaja #smrutithememory #worldno1lawyer
