ବିଷ
କେମିତି ବିଷ ଦିଆ ହେଇ ମରା ଯାଉଛି, ତାପରେ କହୁଛ ଦେଶ ଅଗ୍ରସର କରୁଛି, tracking କରି ଲୋକଙ୍କୁ ମାରିଲେ, ଲୋକ ମରୁ ଛନ୍ତି ନା କେବଳ ତାଙ୍କ ଶରୀର, ଶରୀର ନଷ୍ଟ କରିବା ଦ୍ୱାରା ନଷ୍ଟ କଣ ହୁଏ, କହିବା ପାଇଁ ବା ନିଃସ୍ଵାର୍ଥର ସହ କେବଳ ମୁଁ କହିପାରିବି, ମତେ ଯଦି ବ୍ୟବାହର କରିବ ଭାବିଛ ତାହା, ଏକ ସଡ ତନ୍ତ୍ର ମୋର ଉତ୍ଥାନ ପାଇଁ, ମୁଁ ଯାହା କରେ କହିକି କରେ, ତେଣୁ ସବୁ କହିକି କରୁଛି, ଚେଷ୍ଟା ତୁମର ଅତି ସୁନ୍ଦର୍, ମାତ୍ର ଏହା ତୁମର କ୍ଷତି community ର, musalman christian community ର, ଏହି community ବହୁ ପାପ କରିବା ପାଇଁ ଯିଏ order ଦେଉଛି, ସେ ଭି ଏକ ପାପି, ବାକି ଯାହାର ଯାହା ଇଚ୍ଛା କର ମୋର କଣ କରିବା କଥା କରିବି, କେହି ଅଟକେଇଲା ବାଲା ଥିଲେ ମଧ୍ୟ ତାର ସାହାସ ପାଇବ ନାହିଁ ଅଟକାଇବା ପାଇଁ, ତାର ପରିବାର ଓ ସମାଜ ସୁରକ୍ଷା ଜ୍ଞାନର ଦାୟିତ୍ଵ ମୋକ୍ଷ ଜ୍ଞାନୀ ମହାରାଜାର। ମହାରାଜାର ପରିଚୟ ଜ୍ଞାନି ଗୁଣି ଜାଣନ୍ତି, ଆପଣ ପାଠକ ମାନେ ପଚାରି ବୁଝି ପାରନ୍ତି। ମୋର ବ୍ୟକ୍ତିଗତ ପ୍ରେମ ମାନବ ସମାଜ ପାଇଁ ତେଣୁ ଉଜାଗର କରିଥିଲି। କାରଣ ମାନବ ସମାଜ ମୋର ଏକ ପରିବାର। ଭାଗ ବଣ୍ଟା କରେ ନାହିଁ କେବେ ମୁଁ ମନେ ବିଚାର।
ଏହା ପରେ no more talk, Only action, reactions, ଚେତେଇ ଦେଲି କଳିଯୁଗ ନିୟମ ଆଧାରରେ, ମାତ୍ର ମୁଁ ବାରମ୍ବାର କହୁଛି, କଳିଯୁଗ ଶେଷ, କିପରି ଶେଷ ପଚାରିବା ପରିବର୍ତ୍ତେ, ସବୁ ନର୍କ ମର୍ତ୍ତ୍ୟ ରାସ୍ତା ଖୋଜି ବୁଲୁଛ, ତାହା ବ୍ୟତିତ ଅନ୍ୟ ବହୁ କିଛି ସ୍ଥାନର ଜ୍ଞାନ ଦେବାକୁ ପ୍ରସ୍ତ୍ରୁତ, ଏଣୁ ବିଶ୍ଵ ସ୍ତରୀୟ ଏକ ଜ୍ଞାନ କେନ୍ଦ୍ର ବା ବିଦ୍ୟାଳୟ ଖୋଲିବି। ବାକି ମୋର ବିଚାର ମୋକ୍ଷ ଜ୍ଞାନ ଥିବା ବ୍ରାହ୍ମଣ ବିଚାର ବଦଳିବ ନାହିଁ, ଏହି ଶରୀର ଦ୍ବାରା ଏହା ସମ୍ପନ୍ନ କରିବି ଏହା ଲେଖି ଭବିଷ୍ୟତ ଭି ଲେଖୁଛି।
