ସହିବା ସତ୍ତ୍ୱେ ହଇରାଣ କଲେ ଅହିଂସା ଭି ହିଂସାରେ ପରିବର୍ତ୍ତିତ ହେବ ଭାବୁଥାଅ।
Coding decoding ଆସୁନି ବୋଧେ କାହାକୁ, ସେଇଥିପାଇଁ ai AI ହେଉଛନ୍ତି ମୂର୍ଖ ମାନେ।
ଭାରତୀୟ ସିପାହୀ ସେନା ଅଧ୍ୟକ୍ଷ ମାନଙ୍କ ସହ କିଛି ଅସୁବିଧା ହେଲେ ସରକାର ସବୁ ଭଙ୍ଗାଯିବ।
ଶାନ୍ତ ଅଛି ତାହାର ମାନେ ସବୁ କୁ ଭୂଲି ଯାଇଛି।
ମୁଁ ମୋକ୍ଷ ଜ୍ଞାନ ଶାନ୍ତ ରହିବା ପାଇଁ ପାଇନି, ଶାନ୍ତି ପାଇଁ ପାଇଛି, ମାରିବା ବାଲାକୁ ମାରିବା ପରିବର୍ତ୍ତେ, ସତ୍ୟର ସମ୍ମୁଖୀନ ହେବାକୁ ସମୟ ଦିଏ, ମୃତ୍ୟୁ ଠୁ ଅଧିକ ସତ୍ୟ ଜ୍ଞାନ ସହ ମୃତ୍ୟୁ, ବାକି ବୁଝିବା ବାଲା ସବୁ ବୁଝିଯାଅ।
ମୋର ଉର୍ଜା ଶାନ୍ତି ସ୍ଥାପନା ପାଇଁ ପ୍ରତିଶ୍ରୁତି ବଦ୍ଧ, ମୋର ଯାହା ସବୁ ସମାଜରୁ ପାଇଛି, ମାନ ଅପମାନ, ନିନ୍ଦା ଅପନିନ୍ଦା ଛାଡି, ଆଗକୁ ମାଡ଼ି ଚାଲିଛି, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା କ୍ଷମତା ଓ ଦକ୍ଷତା ଅର୍ଜନ କରିଛି ବୋଲି, ମୋକ୍ଷ ଜ୍ଞାନୀ ବ୍ୟକ୍ତି ରୂପେ ସାରା ବିଶ୍ବରେ ପରିଚିତ, ତେଣୁ ଆଶା କରେ ମାନବ ଇତିହାସରେ, ଶ୍ରୀ ହରି ବିଷ୍ଣୁଙ୍କ ଭୂମିରେ, ସେନା ଅଧ୍ୟକ୍ଷ ମାନଙ୍କ ସହ ଅତ୍ୟାଚାର ହେଲେ, ମିଛୁଆ ରାଜନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ହେବି।
ମୋର ବିଷୟରେ ମିଛ ପ୍ରଚାର କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଧନ୍ୟବାଦ୍, ସେମିତି ପ୍ରଚାର କର, ମୋର କୌଣସି କ୍ଷତି ନାହିଁ, କ୍ଷତି ପୁରଣ ମାଗିବି ନାହିଁ, ଅସହାୟ ଅବସ୍ଥାରେ ଥିବା ମାନବ କେବେ କେତେବେଳେ ପେଟ ପାଟଣା ପାଇଁ ଅପପ୍ରଚାର୍ କରିଥାଏ, ଏହା ବ୍ରାହ୍ମଣ ଜ୍ଞାନ। ବ୍ରାହ୍ମଣ ସଂସାରେ କମ୍ ଅଛନ୍ତି, ବାକି ନହେଲେ refugees salaried employees ବ୍ରାହ୍ମଣ ଆସିଲେଣି।
ବ୍ରାହ୍ମଣ ଭିକ ମାଗିପରେ ହେଲେ ଚାକିରି କରେନି।
ଏହା ହୋଇଛି କାହା ପାଇଁ, କିଏ କେତେ ଉତୁପାତ ହେଉଛ ହୁଅ, ଯିଏ ସୁଧୁରୀ ଯାଉଛ ସୁଧୁରି ଯାଅ, ପରିବର୍ତ୍ତନ ସମୟ ଭାରତେ କିଏ ରହିବ ତାହାର ଗଣନା କରାଯିବ, ସତ୍ୟଯୁଗେ ସତ୍ୟବାଦୀ ରହିବେ।
designation, reputation, company, industries, government, private, କାହାକୁ କ୍ଷମା ମାଗିବାକୁ ଭବିଷ୍ୟତରେ ସମୟ ମିଳିବନି।
ତେଣୁ ପାପ ପରିବର୍ତ୍ତେ ନିଷ୍ପାପ କର୍ମ କର, ଗୋଟେ ପୂଣ୍ୟ ତୁମର ଭାଗ୍ୟରେ ପରିବର୍ତ୍ତନ ଆଣିବ। ଚେଷ୍ଟା କର ଅସୁବିଧାରେ ପଡ଼ିଲେ sms କର 9861451244 /9040451244 mail କର kartik@smrutithememory.co.in
ଇଛା ହେଲେ
Social media youtube ରେ ମଧ୍ଯ sms କର, ମୁଁ ସମସ୍ତ sms ପଢେ, mail ମଧ୍ୟ ପଢ଼େ, ବାକି ରହିଲା lawyers, soldiers, workers, helpers ମାନଙ୍କ ପାଇଁ ମୋର mobile ସବୁବେଳେ on।
ସିତାରାମ ଭାଇମାନେ internet ସବୁ record ⏺️ କରେ। ଦେଖିକି ଚଳ ବ୍ୟବହାର ନଜାଣିଲା ଗ୍ରାମ internet କୁ ଗ୍ରାମରୁ ଟିକିଏ ଦୂରରେ ରଖ, ଖେଳନା ଭଳିଆ ସମୟେ ସମୟେ ଖେଳ, ନଚେତ୍ ଆଜି ଯେଉଁ ଭଳି ଭାବେ internet ଲୋକଙ୍କ ଜୀବନ ସହ ଖେଳୁଛି, ତାହା ଅନୁଭବ କରି ପାରୁନ କେହି।
ଏହାର ଚେର ଓ ମୂଳ ସବୁ କାଟିବା ସମୟ ଆସିଲାଣି, ଦୀପ ଲିଭିବ ଘୂ ହେବ, (Berhampur) ପିଲା ଠିକ୍ ବୁଝିବେ, ମୋତେ ଦଳ ସୁଧାରିବା କର୍ମ କରିବାର ଅଛି, ନୁଆ ଦଳ ଗଢିବାର ନାହିଁ, ମୋର ସୁ କର୍ମ ଶେଷ ବିନା, ମୋର ଵିଚାର କେହୀ ବଦଳେଇ ପାରିବେ ନାହିଁ। ଏହାହିଁ ମହାଦେବଙ୍କ ଆଦେଶ ନିର୍ଦ୍ଦେଶ।
ଯିଏ ବୁଝିଲା ଭଲ, ନବୁଝିଲା ଭଲ, ଯାହା ହୁଏ ଭଲ ହୁଏ, ଯାହା ହେବ ଭଲ ହେବ।
Army 殺 ଭାଈ ମାନଙ୍କ ପାଇଁ କହିରଖିବାକୁ ଚାହେଁ, Bipin Rawat case ଲଢ଼ିବାକୁ ଦେଲେ ବିଶ୍ଵରେ ଶାନ୍ତି ଆଣିଦେବି।
ମୃତ୍ତ୍ୟୁ ଶରୀରର ହୁଏ, ଆତ୍ମ ଅଜୟ ଅମର।
କେତେ ଯେ ଆତ୍ମା ଶରୀର ଭଲ ଶରୀର ଖୋଜନ୍ତି ମୁକ୍ତି ପାଇଁ, ଏହା ହିଁ community ମାନଙ୍କ ବ୍ୟାପାର, ଯାହା ବ୍ରାହ୍ମଣ ଜ୍ଞାନ, ଯାହା ଚୋରୀ କରିଛନ୍ତି community ମାନେ, ଏତେ ସବୁ ଲେଖିଲା ପରେ ମଧ୍ୟ କୋଉ ମିଛୁଆ ସରକାରର ଦମ୍ ନାହିଁ ଭଲ କର୍ମ କରିବା ପାଇଁ, designations ପାଇଁ sacrifices କରୁଛ ବୁଝୁଛି, but ଦେଶରେ ହଉ ବା ବିଶ୍ୱରେ new world order ଖୁସିର ଲହରୀ ଆଣିବା ପରିବର୍ତ୍ତେ, ଏକ ଦୁଃଖର ଗାଥା ଲେଖୁଛନ୍ତି, ଭିନ୍ନ ଭିନ୍ନ ବିଶେଷଜ୍ଞ ମାନେ, ଏହା ସମସ୍ତ ଚଳନ୍ତା ଅଚଳନ୍ତ party ବା ଦଳ ପାଇଁ ଶୋଚନୀୟ ପରାଜୟ ବ୍ୟବସ୍ଥା, new world order ଶ୍ରୀ ହରି ବିଷ୍ଣୁଙ୍କର, କାହା ବାପାର କି ବ୍ୟାପାର ନୁହେଁ, ଯଦି ସେମିତି କିଛି ତୁମକୁ ଲାଗୁଛି, ଭାରତ ତୁମ ଦେଶ ନୁହେଁ, ସେ Virat Kohli ହେଉ କି, adani Ambani, Birla TATA।
TATA ବା ମୋର ପ୍ରିୟ ରତନ ଟାଟାଙ୍କ ସହ ମୋତେ ଦେଖା ସେବେ କରେଇ ଦେଲ ନାହିଁ।
କ୍ଷୀର ପାଣି ମାଗଣା ପାଇଁ ଓ one crore job ପାଇଁ ଯାଇଥିଲି, ଏବେ କୁହ ସୂ ରାସ୍ତାରେ ଯିବେ ତ, ଯଦି ହଁ ତାହେଲେ tata ପରି ପରିବାର ସହ ଯୋଡ଼ି ହେବାକୁ ଚାହେଁ ମନରୁ।
ପରିଚୟ ସାରା ବିଶ୍ୱରେ ମୋର ବା ଖ୍ୟାତି ସାରା ବିଶ୍ୱରେ ମୋର।
ମୋତେ ସବୁଠୁ ମାନେ ବିଶ୍ଵର ସବୁଠୁ ମୌକା ମିଳିବ, ମାତ୍ର ମୋତେ ଟାଟା ସହ ଯୋଡି ହୋଇ କର୍ମ କରିବାର ଆନ୍ତରିକ ଆଶା, ବାକି TCS ମୋର ଏହି post ପଢ଼ୁଥିବ, ତାହାଲେ ଆଶା କରେ ମାର୍ଚ୍ଚ ପୂର୍ବରୁ ମୋର ବାସ ଗୃହକୁ ନିମନ୍ତ୍ରଣ ରହିଲା, ଏହା ମୋର ଶେଷ ପ୍ରୟାସ tata ପାଇଁ, ବା ମୋକ୍ଷ ପ୍ରାପ୍ତିର ମାର୍ଗ ସହ ରତନ ଟାଟାଙ୍କୁ ଆଶୀର୍ବାଦ। ଭାରତୀୟ ପ୍ରକୃତି ସେବକ ମାନଙ୍କ ରକ୍ଷା କରନ୍ତୁ ହେ ମହାନାୟକ ରତନ ଟାଟା। ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଦିଅନ୍ତୁ ମହାଦେବ ରତନ ଟାଟାଙ୍କୁ, ଏହି ବିତି ଯାଇଥିବା ଜନ୍ମର ଊର୍ଜା ସହ, ଦେଶକୁ ବା ବିଶ୍ୱକୁ ଅଗ୍ରଗତି ଦେଇ ପାରିବେ ଶାନ୍ତି ମାର୍ଗ ପାଇଁ।
ଓଁ ଶ୍ରୀ ହରି ବିଷ୍ଣୁ ନମୋ ନମଃ
ଓଁ ବୈଷ୍ଣବାୟ ନମୋ ନମଃ
ଓଁଶ୍ରୀ ଲକ୍ଷ୍ମୀନାରାୟଣ ନମୋ ନମଃ
