BrahmanKshyatriya
BaishyaSudra
January 25, 2026

SMruti_The_Memory

Memory The meaning of SMruti

ସିତାରାମ ଜୀବନୀ (Ramayana)

ଏହି ବିଷୟ ଉପରେ ସଡ-ତନ୍ତ୍ର ବାଲା ସଡ-ତନ୍ତ୍ର କରି ଶ୍ରୀ ରାମ ଓ ମାତା ସୀତାଙ୍କୁ ବଦନାମ୍ କରିବାକୁ ଯାଉଛନ୍ତି। ତେଣୁ ଏହା ମୋର ଏକ ମୁଖ୍ୟ ବିଷୟ ରହିବ, ଚଳଚ୍ଚିତ୍ର release ହେଲା ପରେ।

( ନାମ ହିଁ ଜୀବନ, ରାମ ହିଁ ଜୀବନ )

ଏହା କିପରି ସତ, ନାମକୁ କିପରି ସଡ-ତନ୍ତ୍ର କରି ମାନବ ସମାଜର କ୍ଷତି କରାଯାଉଛି, ଏହି ଚଳଚ୍ଚିତ୍ର release ପରେ ଅନ୍ୟ ଏକ blog article ଦ୍ବାରା ଲେଖିବି।

ମୂଖ୍ୟ ବିଷୟ ସିତାରାମ କିପରି ଏକ ନାମ, ଏହା ଶାରୀରିକ ଜୀବନରେ, କିପରିଭାବେ ଭାବ ଓ ପ୍ରଭାଵ ଦେଇ ଆମକୁ ସାହାଯ୍ୟ କରି ଚାଲିଛି ନିଃସ୍ଵାର୍ଥ ଭାବ ସହ ଏହା ମୂଳ ଓ ମୂଖ୍ୟ ବିଷୟ। ମୋକ୍ଷ ଜ୍ଞାନୀ ମହାରାଜା କାର୍ତ୍ତିକ ସ୍ମୃତି ରଥ ପ୍ରତ୍ୟେକ ସପ୍ତାହରେ ଥରେ ଏହାକୁ ଲେଖିବେ ବା English ରେ ଲେଖି update କରିବେ।

Leave a Reply

Your email address will not be published. Required fields are marked *