BrahmanKshyatriya
BaishyaSudra
January 25, 2026

SMruti_The_Memory

Memory The meaning of SMruti

Post related fake news publisher

Fake news release କଲେ _____ ମିଳିବ, _____ ନେଇ _____ କର।

ଦିଲ୍ଲୀ ରେ କିଏ ମୁଖ୍ୟ ମନ୍ତ୍ରୀଙ୍କୁ କହିଲା ଏହି order release କରିବା ପାଇଁ ମିଡିଆରେ, order release ପୁର୍ବରୁ ଏହାର ନୀତି ନିୟମ ମାନକ, ପୂର୍ବ ପ୍ରତିଶୃତି ଅନେକ ଅନେକ ତଥ୍ୟ ବିଚାର କରିବାର ଥିଲା। ଏହାର ଶିକାର ସାଧାରଣ ଜୀବନ ଉପରେ ବହୁ ପ୍ରଭାବ ପକାଇବ। Electric vehicle ବିକିବା deal 🤝 ବିଷୟ openup କରିବା ପୂର୍ବରୁ ଏହି ସଡ ତନ୍ତ୍ର ବନ୍ଦ୍ ହେଉ, ଗାଡି ବିକ ତାର ବିଲକୁଲ ମାନେ ନୁହେଁ, ଗାଡ଼ିର ମାଲିକ ତୁମେ, ଗାଡ଼ିର ବ୍ୟବସାୟ ଦ୍ବାରା ହେଉଥିବା ସମସ୍ତ ଚୋରୀ ଡକାୟତି, କାରସାତି ବିଷୟ ମଧ୍ୟ ଉନ୍ମୋଚନ କରିବାର ଅଛି, ଏମିତି ହୋଇ ପାରିବ ନାହିଁ। କାରଣ….

World No-1 Lawyer ସାମାଜିକ ପରିଚୟ ଆଧ୍ୟାତ୍ମିକ ପରିଚୟ ମୋକ୍ଷ ଜ୍ଞାନୀ ମହାରାଜା

ନିୟମ order କିଏ ପାସ କଲା ଏମିତି ନାଟକ କରିବା କରାଇବା ବନ୍ଦ କର, ମାନ୍ୟତା ମିଳୁ ଆଗ, ଶୋଷଣ କରୁଥିବା ସଂସ୍ଥା company industry ସବୁ ବନ୍ଦ ହେବ।

ଏହି screenshot ମୋତେ ପଠା ଯାଇଥିଲା ମୋର mobile screen କୁ, ଏହା ଏକ ମିଛ ସଡ-ତନ୍ତ୍ର ଶାସନ ପ୍ରଣାଳୀ ଦ୍ବାରା ପ୍ରେରିତ ଖବର, screenshot ଦ୍ବାରା post କରୁଛି। ଏହା ପଛରେ ବହୁତ୍ ବଡ଼ ସଡ-ତନ୍ତ୍ର ଅଛି, ଏହା ଏକ ଗଭିର ବିଷୟ, ପଇସାର ମାନ୍ୟତା ସ୍ଥିର ପୂର୍ବରୁ, କୌଣସି କାର୍ଯ୍ୟ ସଫଳ ହେବ ଏହା ସତ୍ୟ କଦାପି ନୁହେଁ।

ଗାଡି କିଣିଲା ବେଳେ ଆମେ investment କରିଥିଲୁ, ଆମ ଗାଡି ଆମ ଇଚ୍ଛା ଆମେ କଣ କରିବୁ, ତୁମେ petrol ପଇସା ମଧ୍ୟ ଆମଠୁ ହିଁ ନେଉଚ୍ଛ, ଏଟା ଭୁଲି ନଯାଅ, fake news fake media group ଓ society ଦ୍ବାରା ପରିଚାଳିତ ହୁଏ, ପଇସାର ମାନ୍ୟତା ସ୍ଥିର ହେବା ପୂର୍ବରୁ ପ୍ରଦୂଷଣ ନାମକ ନାଟକ କରିବା ବନ୍ଦ୍ କର, ନହେଲେ ଶାସନ ପ୍ରଶାସନ ସବୁ ବଦଳିଯିବ। ନାଟକ କରିବା କରାଇବା ପାଇଁ ପଇସା ମିଳିବା ବନ୍ଦ୍ ହୋଇଯିବ।

Law order ସବୁ ଧ୍ବସ୍ତ କରିବା ପାଇଁ order ଦେଉଛି କିଏ media କୁ। 

Media internet କଣ କେବଳ ଖରାପ୍ କର୍ମ ପାଇଁ ରହିଗଲା, ପାପ କର୍ମ ପାଇଁ ପ୍ରେରିତ କରିଚାଲିବ, blackmailing ଓ ଡରର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିବ, ଏହା ମୁଁ ଥାଉ ଥାଉ ସମ୍ଭବ ନୁହେଁ, ଆଉ ମୁଁ ଶରୀର ନୁହେଁ, ଆତ୍ମ ଜ୍ଞାନ ଥିବା ମୋକ୍ଷ ଜ୍ଞାନ ଥିବା ମହାରାଜା ଲେଖୁଛି। ମିଛ ନାଟକ ବନ୍ଦ୍ ହେବା ଉଚିତ୍।

#mokshgyanimaharaja #worldno1lawyer #smrutithememory @highlight Kartiksmruti Rath Simran Mishra Kartiksmruti Rath @highlight Kartiksmruti Blog

मेरा भारत महान, में अपना रखूं सही ईमान।

Leave a Reply

Your email address will not be published. Required fields are marked *