BrahmanKshyatriya
BaishyaSudra
January 25, 2026

SMruti_The_Memory

Memory The meaning of SMruti

SMruti Rath mokshagyanimaharaja

ମୋର ବିଷୟରେ ଜାଣିଥିବା ବ୍ୟକ୍ତି, ଏହା ମଧ୍ୟ ଜାଣିଥିବେ, ମୋତେ ଲେଖିବା ପାଇଁ କୌଣସି ମତାମତ ବା ସାହାଯ୍ୟ ଦରକାର୍ ନାହିଁ, ମାତ୍ର ଲେଖିବା ପରିସ୍ଥିତିରେ ରହିବା ପାଇଁ ଏକ ସୁନ୍ଦର ପରିବେଶ ଦରକାର୍, ଏହା ପୁଣୀ ବିଶ୍ବର ଏକ ମାତ୍ର ମୋକ୍ଷ ଜ୍ଞାନ ଥିବା ମହାରାଜା କାର୍ତ୍ତିକ ସ୍ମୃତି ରଥଙ୍କ ଆଦେଶ, ଏହାର ଅବମାନନା ଦେବ ଦାନବ ଦୁଇ ଲୋକରେ କେହି ଅବମାନନା କରନ୍ତି ନାହିଁ, ଏମିତି ଲେଖନୀ ଲେଖିବା ପାଇଁ ମୋକ୍ଷ ଜ୍ଞାନ ଆବଶ୍ୟକ, ଆଉ ମୋ ପାଖେ ମୋକ୍ଷ ଜ୍ଞାନ ଆଶୀର୍ବାଦ ଦେବା ଶକ୍ତି ମଧ୍ୟ ଅଛି, ଏହା ପାଇଁ ମୁଁ ମୋର ବ୍ୟକ୍ତି ଗତ ଜୀବନର ମୂଲ୍ୟବାନ ସମୟ ଶିଖିବାର ଆଗ୍ରହ ସହ ବିତାଇ ଚାଲିଛି, ପର୍ତିଟି କ୍ଷଣି ଉନ୍ନତୀ ବିଚାର ମାନବ ସମାଜର ନିମନ୍ତେ ଚିନ୍ତନ କରୁଛି, ସୁବିଚାର ମାନ ବେଳେ ବେଳେ ଲେଖି ରଖୁଛି, ମାତ୍ର internet ରେ ଜେଉଁ ଭାବରେ ଆଗରୁ ଲେଖୁଥିଲି, ସେହି ଆଗ୍ରହ internet platforms ବ୍ୟବହାର କରୁଥିବା, ବ୍ୟବହାରକାରୀ ମାନଙ୍କ ପାଇଁ ଲେଖିବା ଆଗ୍ରହ ରହୁନାହିଁ। #smrutithememory #mokshagyanimaharaja #worldno1lawyer
#globalmediaSMruti
 @KartiksmrutiRath   @NariNuheNarayani   @smrutithememory 

Leave a Reply

Your email address will not be published. Required fields are marked *