BrahmanKshyatriya
BaishyaSudra
January 25, 2026

SMruti_The_Memory

Memory The meaning of SMruti

A Movie must watch globally

କଳାକାର ମାନେ ହେଲେ ଯାହା ସହ ମିଶି ଏହା ତିଆରି କରିବି, Pankaj tripathi, nawazuddin Manoj Bachpeyi, …..

Siddharth Dhanush Surya …..

Papu pampam, babushan, ashrumochan, …..

Scarlet Johansson, angelina jolie, …..

ଏହିଭଳି ମହାନ୍ କଳାକାର ମାନଙ୍କୁ ନେଇ କରିବାକୁ ଯାଉଛି, ଏହି ଚଳଚିତ୍ର AMovie……

Script ବା କାହାଣୀ ଲେଖିବାର ଶୈଳୀ ଜାଣି ମଧ୍ୟ ସାହାଯ୍ୟ ଆଶାରେ ରହିବି। ସେହିଭଳି director producer ମୁଁ ମାତ୍ର ଏତେ ସମୟ ଦେଇ ପାରିବି ନାହିଁ, ତେଣୁ writer ସହ editor କର୍ମ କରିପାରିବି। ଅନ୍ୟ ସବୁ କ୍ଷେତ୍ରରେ the Best ର sahara ନେବି ବା ସାହାରା ନେଇଛି ବୋଲି ପରିଚୟ ଦେବି।

ବିଚାର ଜୀବିତ ରୁହେ, ଏହାର ପ୍ରମାଣ ମୁଁ ଦେଇ ପାରିବି। ବିଚାର ଅନ୍ତ କିପରି ହୁଏ, ତାହା ସମଗ୍ର ମାନବ ସମାଜକୁ ଦେଖେଇ, ବିଶ୍ଵ ଶାନ୍ତିର ଏକ ନୂତନ ଅଧ୍ୟାୟ, ଚଳଚ୍ଚିତ୍ରର କଳାକାର ମାନଙ୍କ ଦ୍ଵାରା ଉପସ୍ଥାପନା କରିବି, (୧ so called Elite members), ୨ company ମାନେ ଦେଖିବେ, ୩ ଆମେ ମାନେ, ୪ ରେ ଅନୁରୋଧ ଆସିବ! ଓ ବ୍ୟବସାୟୀ ମାନଙ୍କ ବ୍ୟବସାୟ ସୁରକ୍ଷିତ ଭାବେ ସ୍ଥିର ମାନ୍ୟତା ପାଇ ପାରିବ, ମୋ ସହ ଯୋଡ଼ି ହୋଇ ରହିଲେ ୫ ର ଅର୍ଥ ଭି ବୁଝି ପାରିବ।

Leave a Reply

Your email address will not be published. Required fields are marked *