BrahmanKshyatriya
BaishyaSudra
January 25, 2026

SMruti_The_Memory

Memory The meaning of SMruti

ମୋତେ କିଏ ଜାଣିଛି

କିଏ ମତେ ନ ଜାଣି ହଇରାଣ କରୁଛି, ମତେ ଏତିକି ଜାଣିବା ଦରକାର। ୨୩/୦୧/୨୦୨୬( ଜାଣିକି ଚୁପ୍ ଶେଷ ଥର ପାଇଁ)

କୋଉ ଦଳ ମୋ ସହ, ମୋତେ ଆଗ ଜାଣିବା ଦରକାର। କାଲି ସକାଳ ସୁଧା। (କେହି ଜଣାଇ ନାହାନ୍ତି ୨୩/୦୧/୨୦୨୬ ଭିତରେ)

ମୋର ଗାଡି ବିଜେଡି bjd ବା ତାର ଦଳ କରିକୀ ହଇରାଣ କରିଛି। ମାତ୍ର ତାକୁ କିଏ ବାଧ୍ୟ କରୁଛି ନା ସେ ଜାଣି କି ଏମିତି କରୁଛି। ସବୁ ଦଳ ମିଶିକି ଯଦି ଏମିତି କରୁଥାଅ, ମୁଁ କାହାର ସପକ୍ଷରେ ରହିବି ନାହିଁ। ବାକି ଆଉ ମିଥ୍ୟା ଅଭିଯୋଗ ବା ଅପମାନ ସହିବି ନାହିଁ।

ମୁଁ ମୋକ୍ଷ ଜ୍ଞାନି ମହାରାଜା ହୋଇ ମଧ୍ୟ ସାଧାରଣ ବ୍ୟକ୍ତି ଭଳି ରହିବା ମୋ ପାଇଁ ଅସୁବିଧାର କାରଣ ବା ମୋର ସ୍ତ୍ରୀ ଓ ପୁଅ ପାଇଁ ଦୁଃଖର କାରଣ ପାଲଟି ଗଲାଣି। ଏମିତି ହେଲେ ମୁଁ କାହିଁ ଦୁଃଖ ଭୋଗିବି ଅନ୍ୟ ମାନଙ୍କ ପାପର। ମୋର ମନ ସହ ଖେଳିବା କାମ କିଏ କରୁଛି। ମୋର ଆଧ୍ୟାତ୍ମ୍ୟ ଶକ୍ତି ବିଷୟରେ ବିଶ୍ୱରେ କେହି ଜାଣିନ କି ଜାଣି ପାରିବେ ନାହିଁ। ଶାନ୍ତି ପାଇଁ ଚେଷ୍ଟା ଚଳାଇଥିବା ସାଧାରଣ ମନୁଷ୍ୟ ମୁଁ, ମୋ ସହ ଲଢିବା ବନ୍ଦ କର, ମୋତେ track କରିବା ବନ୍ଦ କର, ଅଯଥା ମୋତେ ସାଧାରଣ ମନୁଷ୍ୟ ମାନଙ୍କଠାରୁ ଦୁରାଅ ନାହିଁ। ମୁଁ ଖୁସୀରେ ଅଛି ଦୁଃଖ ସହ। ମୋର ବିନତି ଶେଷ ଥର ପାଇଁ ସୁଧୁରି ଯାଅ, ଗୋବିନ୍ଦପୁର ନୟାପଲ୍ଲୀ ପୋଲିସ security କୁ ସର୍ବ ସାଧାରଣରେ ଭୁଲ୍ ମାଗିବା ପାଇଁ କୁହ, ଏହି security କାହା ଆଦେଶ ରେ ମୋତେ ମାରିଲେ, ଏତିକି ଜଣାଅ ବାସ। ମୋର ଗାଡ଼ିରେ କିଏ କିଏ badalo Dhenkanal ରେ ବା (the canal) ରେ ହାତ ମାରି ମୋର ଗାଡ଼ି କ୍ଷତ କରିଲେ, ଚୌଦ୍ଵାର ରେ charger electric city ଦ୍ବାରା ନଷ୍ଟ କଲେ, ac carrier ନଷ୍ଟ କଲା ପରେ spare part ମୋତେ ନଦବା ସାହାସ କିଏ କରିଲା। ଏତିକି କରିଥିବା ଦେଶକୁ ଭି କ୍ଷମା ମିଳିବ ନାହିଁ।

ଯିଏ ମୋତେ ମାରିଛି ତାକୁ କ୍ଷମା, ମାତ୍ର ମାନବ ସମାଜ ପାଇଁ ନିଜକୁ ଆଗକୁ ବଢ଼େଇଥିବା ମୋକ୍ଷ ଜ୍ଞାନି ମହାରାଜା କାର୍ତ୍ତିକସ୍ମୃତି ରଥ ଉପାଧୀର ଅପମାନ ଦେଇଥିବା କାହାକୁ କ୍ଷମା ନାହିଁ। ଏହା ଚେତାବନୀ ସାରା ବିଶ୍ବ ମାନବ ସମାଜର ମାନବ ଓ ମାନବ ରୂପୀ ଦାନବ ମାନଙ୍କ ପାଇଁ ଶେଷ ଲେଖନୀ। ପାଣି କ୍ଷୀର ମାଗଣା ମୋର ନୁହେଁ ପ୍ରକୃତୀ ନିଷ୍ପତି। ତେଣୁ ବୁଝି ବୁଝାଅ, ନହେଲେ………

ଅଯଥା କର୍ମ କଲେ, ମୁଁ ଭି ଅଯଥାରେ internet ଠୁ ଦୁରେଇବି, ନା ସହଯୋଗ କରିବି ନା ମତେ କେହି ପାଇବେ।

Leave a Reply

Your email address will not be published. Required fields are marked *