Just say SITARAM
Welcome to SMruti_The-Memory…..
How the Human body can attain moksha is the first function of smrutirath or smrutithememory. My Brahmana knowledge says that human society must acquire Moksha knowledge. And the Brahmanas spend their lives in devotion to service and charity.

ସିତାରାମ ଏତେ ବଡ ନାମ, ଯାହା ଶୁଣିବା ହିଁ ପୂଣ୍ୟ ଅର୍ଜ୍ଜନ କରିବାର ଫଳ, ଯାହା କୁହା ଯାଏ କର୍ମ କରି ଚାଲ, ଫଳ ଆଶା କର ନାହିଁ, ସେହିପରି ଏହି ନାମ, ଏହି ଶବ୍ଦ, ଦୁଇ ମନ ଏକ ପ୍ରାଣ, ଏକ ମାତ୍ର ଭକ୍ତ ଭଗବାନ ମିଳନ ଦ୍ବାରା ରଚିତ ମନ୍ତ୍ରର ନାମ। ଏହି ସିତାରାମ ଶବ୍ଦ ପ୍ରିୟ ଶବ୍ଦ ଅଟଇ, ଯିଏ ଏହି ନାମ ଜପ ଦିଏ କରେଇ, ସେଇଠି ହନୁମାନ ଥାଆନ୍ତି ଭାଈ, ଏହା ବୁଝାଇ ସାରିଛି କିପରି, ମାତ୍ର ଅବୁଝା ରହି ଯାଇଛନ୍ତି ଏହି ମାନବ ଭାଈ। ତେଣୁ ବୁଝେଇବା କର୍ମ ଭି ମାନବ ଭାଇର, ତେଣୁ ମୁଁ ମୋର ଜ୍ଞାନ ଦ୍ବାରା ବୁଝାଉଛି, ଯିଏ ବୁଝୁଛି ସେ ଭି କଣ ଜାଣିଛି, କେମିତି ବୁଝୁଛି।

Hi, this is a comment.
To get started with moderating, editing, and deleting comments, please visit the Comments screen in the dashboard.
Commenter avatars come from Gravatar.