KIIT University
ଅଚ୍ୟୁତ ସାମନ୍ତଓ #kiit ସହ ମୁଁ କାର୍ତ୍ତିକ ସ୍ମୃତି ରଥ, ବିଶ୍ଵର ଏକ number lawyer ଭାବେ ସାମାଜିକ ପରିଚୟ, ଆଧ୍ୟାତ୍ମିକ ପରିଚୟ ଭାବେ ମୋକ୍ଷ ଜ୍ଞାନୀ ମହାରାଜା- ଠିଆ ହେଉଛି ତାରିଖ ୨୦/୨/୨୦୨୫ ରୁ। ଯଦି #bjd ସାଥେ।
ବ୍ୟବସ୍ଥା ଖରାପ କରୁଥିବା ସମସ୍ତ ଅଣ ପ୍ରବେଶ କାରିଙ୍କ ମୋବାଇଲ locations, call voice recordings ୧୪ to ୨୦ ଯାଏ ମିଳିଯିବ। ସତ୍ୟତା ପାଇଁ ଉଚିତ ପଦକ୍ଷେପ ଆବଶ୍ୟକ। ନିଆଯିବ for sure।
ଅଯଥା ଡ୍ରାମା ନାଟକ କରନ୍ତୁ ନାହିଁ, ବାହାରୁ ବା ଅଣ ପ୍ରବାସି refugee ମାନଙ୍କ ପାଇଁ, ଗୋଟାଏ ବୋଲି ଲୋକ ଯିଏ ଆଦିବାସୀ ସହ ଠିଆ ହୋଇଛି, ତାହା ପୁଣି ଭୁବନେଶ୍ୱର ରେ, ସାହାଯ୍ୟ କରିବା ସାଥେ ଠିଆ ହେବା, ଏହି ଜଟିଳ ପରିସ୍ଥିତିରେ ଅଚ୍ୟୁତ ବାବୁଙ୍କ ସହ, ପ୍ରଥମେ ଓଡିଆ ଭାଈ ଅଚ୍ୟୁତ ବାବୁ, ଚୁପ୍ ରୁହନ୍ତୁ ଅଚ୍ୟୁତ ବାବୁ, defame file ହେବ, ଧନ ବଢ଼ିବ, international case ଏବେ, ପ୍ରକୃତି ଦେବି ଭଉଣୀଙ୍କ ଆତ୍ମ ଦାନ, ମାଆ ଗଡ଼ ଚଣ୍ଡୀ ରାଗ ବଢିବା ପୂର୍ବରୁ, ଶାନ୍ତ ହେଉ ବୋଲି ଏକ ପାର୍ଥାନା ହେଉ, ସମାଜକୁ ଏକ ଉଚିତ୍ ଶିକ୍ଷା ଦିଆ ଯାଉ। Candle ଆମ ସଂସ୍କୃତି ନୁହେଁ, ଦୀପ ଟିଏ ଲଗାଯାଉ।
ଝିଅ ମାନେ ଦେବି, ଏହି ସଂସ୍କାର ଶିଖାଇବା ଆରମ୍ଭ କରନ୍ତୁ, ଭାରତ ଆସନ୍ତି ଭାରତୀୟ ସଂସ୍କୃତି ଶିଖିବା ପାଇଁ, ମାତ୍ର ଆମେ hotel services ଦେଲା ଭଳି ଶିକ୍ଷା ବ୍ୟବସ୍ଥା କେମିତି ଦେବା, ଏମିତି ହେଲେ ଆଜି ନହେଲେ କାଲି ବନ୍ଦ ହେବ। ତେଣୁ ଅନ୍ୟ ରାଜ୍ଯର କିଛି ସଡ ତନ୍ତ୍ର କାରି ବ୍ୟାପାରି, ଏହି ଭଳି ପରିସ୍ଥିତିର ଲାଭ ଉଠାଇବାକୁ ବୋଧେ ଚାହୁଁଛନ୍ତି, ଯାହା ମୁଁ Kartiksmruti Rath ହେବାକୁ ଦେବିନି।
ବାଲିଯାତ୍ରା stall ପଇସା ବହେ, ଓଡ଼ିଆ ବ୍ୟପାରୀଙ୍କୁ ଧ୍ଵଂସ କରିବା ଲକ୍ଷ। ଯାହା ମୁଁ ହେବାକୁ ଦେବିନି।
ଏହି ଝିଅର ବାପାଙ୍କ video ଦେଖିଲା ପରେ ଲାଗୁଛି, ସେ ଭି ତାଙ୍କ ଝିଅଙ୍କ ପାଇଁ ନ୍ୟାୟ ପାଇବା ଆଶା ରଖି ନାହାନ୍ତି। ତାଙ୍କ ଝିଅ ପାଇଁ ଅନ୍ୟ ପିଲାଙ୍କ ଜୀବନ ନଷ୍ଟ ନହେଉ, ଚିନ୍ତା ଶୁଣି ଆଖି ଛଳ ଛଳ ହୋଇ ଯାଇଥିଲା, ତେଣୁ ନିଜକୁ ଅଟକାଇ ପାରିଲି ନାହିଁ, ଏକ ମହାନ୍ ପିତା ରୂପେ ସେ ସର୍ବଦା ଆମ ଓଡ଼ିଶା ବାସୀଙ୍କ ହୃଦୟେ ରହିବେ, ବାକି ଆମେ ଯେତିକି internet ଦେଉଚ୍ଛେ, ସେ ସବୁ store ହେଉଛି, ଅଭିଜ୍ଞ ଗୁରୁଜନଙ୍କୁ ପଚାର, ବର୍ତ୍ତମାନର କର୍ମ mobile ରେ ଭବିଷ୍ୟତର blackmailing, this is corporate job and business my friends, ଖାଲିରେ world no-1 lawyer ହେଇନି, ମାନେ ଏମିତି କେତେ ଅନୁଭୂତି ଅଛି, ଯାହା ସହ ଲଢ଼ିକି ଜିତିଛି। ସାନ ଭାଇ ଭଉଣୀ ମାନେ କ୍ଷମା କରିବ, ମତେ ସିଧା ଲେଖିବାକୁ ବା କହିବାକୁ ଭଲ ଲାଗେ, number ରଖ ଅସୁବିଧାରେ sms କରିବ, ସାରା ବିଶ୍ବରେ କାମରେ ଆସିବ। ତୁମ ଭାଈ Kartiksmruti Rath (don’t call me sir)
ଗୋଟେ ମାନବିକତାର ପ୍ରଶ୍ନ
ଦେବୀ ଯଦି baby-baby ବାବୁ-ବାବୁ ବେଶୀ ହୁଏ ପୁଅ ମାନେ ଝିଅ ମାନଙ୍କୁ ଏହି ଭଳି ବ୍ୟବହାର କରିବା ଏକ terror crime, ବଡ଼ organization ଲାଗିବ ବା ଲାଗିଛି, ଯାହା secret agency ବା ସଙ୍ଗଠନ, ତେଣୁ ଓଡ଼ିଶାର ଭାଈ ମାନେ ଓଡ଼ିଶାକୁ ବର୍ବାଦ୍ କରିବା କାମ କରନ୍ତି ନାହିଁ, refugee ବହୁତ୍ ଛଦ୍ମ ବେଶରେ ଛଦ୍ମ ନାମରେ ଅଛନ୍ତି, ସେ ଭାରତର ସଂସ୍କୃତି ଖରାପ କରିବା ପାଇଁ, ଭବିଷ୍ୟତରେ blackmailing କରିବା ପାଇଁ, students ମାନଙ୍କୁ target 🎯 କରୁଛନ୍ତି, ଅପେକ୍ଷା କରି ବସି ରହୁଛନ୍ତି। ଏହା ପାଇଁ army inteligent team ସବୁ ଲାଗିବ, କଳିଙ୍ଗ ନାମକୁ ବଦନାମ କରିବାକୁ ଦେବିନି, ଶ୍ରୀକ୍ଷେତ୍ର ଭୂମୀ, ବଡ଼ ଗଡ ଚଣ୍ଡୀ, ଆଧ୍ୟାତ୍ମିକ ଭୂମୀ, ଅନେକ କିଛି, ଭାଗ୍ୟରେ ଥିଲେ ଏହି ଭଳି ମାଟିରେ ପଢିବାକୁ ମିଳେ, ମୁଁ ତ ବଡ଼ University ରେ ପଢ଼ିନି, ମାତ୍ର ଦେଖିଛି top ହେଉଥିବା ପିଲା school ରେ ମାନେ, ଏହି ଠାରେ ପଢନ୍ତି।
Top ପିଲା ଏମିତି ହେବା ବାପା ମାଆଙ୍କ ପରିଶ୍ରମ ବୃଥା, ସମ୍ମାନ ହାନି ହୁଏ ଶ୍ରୀ କ୍ଷେତ୍ର ଭୂମିର, ତା ସହ ପଟିଆ ଗଡର, ଭୁବନ ଇଶ୍ୱରଙ୍କର, ଓଡ଼ିଶାର କଳିଙ୍ଗର, ତାପରେ ଭାରତର, ତାପରେ ମାନବ ଜାତିର।
ଏମିତି କିଏ ଗାଳି ଆମ ଓଡ଼ିଶା ପିଲା ଝିଅଙ୍କୁ ଦିଅନ୍ତି ନାହିଁ, ବହୁତ୍ rare call ରେ ଗାଳି recording ଦିଅନ୍ତି, ai record and listen everything, mobile ରେ photo, video, video call recordings, voices messages ତୁମେ ନିଜ mobile ରେ delete କଲେ ଭି, ସେ delete ହୁଏନି, ଯାହା crime lawyer ବିନା fees ରେ କିଛି share କରୁ ନାହାନ୍ତି, because so called competition every sectors।
ଏବେ ବୁଝିବା ଦରକାର୍, ମାନସିକ ନିର୍ଯାତନା, ଦେଶର ଅପମାନ, ନାରି ସମାଜର ଅପମାନ, ଏମିତି ବହୁତ୍ କିଛି ଅଳ୍ପ ସମୟର recording ଦର୍ଶାଉଛି, ଗୋଟିଏ ଭଉଣୀ ପାଇଁ ଏତେ ଭାଈ ମାନେ ପଞ୍ଚ ପାଣ୍ତବ ଆସିଥିଲେ ମହାକୁମ୍ଭରୁ, ମହାବିଷ୍ଣୁଙ୍କ ପାଖକୁ, ବୁଝିବେ କେବଳ ଆଧ୍ୟାତ୍ମିକ ଜ୍ଞାନୀ, ମାଳିକା ଜ୍ଞାନୀ, ଏମିତି ବହୁତ୍ କିଛି ଆପଣ ଭାଈ ଭଉଣୀ ମାନେ ଶିଖନ୍ତୁ, କଳିଙ୍ଗ ନାମ ବଦନାମ୍ କରନ୍ତୁ ନାହିଁ। ବିଶ୍ଵ ଶାନ୍ତି ପାଇଁ ଏକା ଲଢ଼ୁଛି। ମୋର ଜୀବନ ଯାଉ ପଛେ, ମାନବ ସମାଜର ମଙ୍ଗଳ ହେଉ, ଜେ ଜଗତ-ନାଥ ହରି କୃଷ୍ଣ ହରି ରାମ, ସିତାରାମ ଦୁଃଖରେ ଥରେ ମନରେ ପଢନ୍ତୁ, rape ଓ rapist ସବୁଙ୍କୁ ଦୁରରେ ରଖନ୍ତୁ। (ସିତାରାମ ଚିରଞ୍ଜିବୀ ମହାବୀର ହନୁମାନ ମହାପ୍ରଭୁଙ୍କ ମନ୍ତ୍ର) ସର୍ବ କଲ୍ୟାଣକାରୀ ମନ୍ତ୍ର।
ଆଉ ରହିଲା ଏହି ଭଳି ଗାଳି, ଗୋଟେ ପୁଅ ଝିଅ ସହ କେବେ common ଜିନିଷ ନୁହେଁ, ଯେତେବେଳେ ଆନ୍ତରିକ ପ୍ରେମ କଥା, ଶରୀର ହାନି କରାଏ, ଜୀବନ ବର୍ବାଦ ଭି ହୁଏ ଉଭୟ ପକ୍ଷ ପରିବାରର, ଯାହା ବାପା ମାଆ ସାରା ପୁଞ୍ଜି ନିବେଶ କରୁଛନ୍ତି ତୁମ ଉପରେ। ବେପାର କର ବା ହୁଅ ଭଲ ଚାକର, କର ନାହିଁ ଜମା ଛି ଛାକର।
ଯେଉଁ ଯେଉଁ ପୁଅ ଅଭଦ୍ର ଭାଷା ଉଡ଼ାଇ କଥା ହେଉଛନ୍ତି ଏହି ଭଳି University ପରିସରରେ ଝିଅ ମାନଙ୍କ ସହ। recording ରଖ ସୁଧୁରିବେ, ସୁଧାର ଭାଷାରେ କଥା ହୁଅ, ବାକି ସବୁ ଠିକ୍ ।
#kiitbhubaneswar ଶିକ୍ଷା ବ୍ୟବସ୍ଥା ଆମେ ରଘୁନାଥପୁର ଗ୍ରାମ ଓ ପଟିଆ ଗ୍ରାମ ପିଲା ସମ୍ଭାଳିବା, କର୍ତ୍ତବ୍ୟ ଓ କର୍ମ। ଜାଗା ପଟିଆ ଗ୍ରାମ ଲୋକଙ୍କର, ପଟିଆ ଗ୍ରାମ ଲୋକଙ୍କର ସହାୟତା ରହିବ kiit ଉପରେ, ୬୨ ଦେଶରୁ ପିଲା ପଢନ୍ତି, ଦେଶର ଅପମାନ ଯେମିତି ନହୁଏ। ୧୬୨ ଦେଶରୁ ଆସିବେ, ଜାଗା ଅଧିକ ଦରକାର୍ ହେବ, ସମସ୍ତ ଦେଶରୁ ଆସିବେ। ବୁଝି ବୁଝାଇ ବୁଝେଇଚାଲ। ଶିକ୍ଷା ଜ୍ଞାନ ଓ ବିଦ୍ୟାର ମିଶ୍ରଣ, ବୁଝିବା କ୍ଷଣି ମିଳେ ସମର୍ପଣ। ଯାହା ମୁଁ ପାଇନି ତୁମେ ନଷ୍ଟ କରନି, କୋଟି କୋଟି ପିଲାଙ୍କ ଭିତରୁ ତୁମେ ମାତ୍ର କିଛି ହଜାର, ଭାବ ଚିନ୍ତା କର how lucky you all guys।
#kiituniversity #mokshagyanimaharaja #smrutithememory
