BrahmanKshyatriya
BaishyaSudra
January 25, 2026

SMruti_The_Memory

Memory The meaning of SMruti

Last Day with Gangster Paradise

It’s a really great experience and speechless but believe me you all belongs to ଶ୍ରୀ ହରି ବିଷ୍ଣୁ paradise।

ଯିଏ ଆଗକୁ ବଢିବ ନାହିଁ ତାକୁ ସେ ନିଯେ ହିଁ ଆଗକୁ ବଢ଼ିବାରେ ସାହାଯ୍ୟ କରିପାରିବ। ମୁଁ କଣ କୌଣସି ବରଦାନ ବି ବୁଝେଇ ପାରିବ ନାହିଁ। କାରଣ…….. ଲେଖି ପାରୁ ନାହିଁ। ମୋକ୍ଷ ଜ୍ଞାନୀ ମୁଁ ମୋ ବ୍ୟତୀତ ଆଉ କେହି ଦେଇ ପାରିବେ ନାହିଁ, ଦେଖା ତ ହେବ ସୁନିଶ୍ଚିତ 😆

ଜୟ ଶ୍ରୀ ହରି ମହାବିଷ୍ଣୁମହାଦେବ ମୋର ବା ଆମର ଗୁରୁ ସଦା ସର୍ବଦା ଜୀବିତ,

ବିଚାର ଯାହା ସମୟ ରଚିଛି,
ସମୟ ଜାଣିଛି କାହିଁ ରଚିଛି,

ସମୟ ଗତି ବୁଝେ ଦିନ ରାତି,
ଯାଏ ବିତି ହୁଏନା କେବେ ଇତି,

ଶୀଘ୍ର ବୁଝେଇ ପାରିବି କେମିତି,
ନା ମନେ ନା ପ୍ରାଣେ ଜ୍ଞାନ ପ୍ରୀତି,

ପଢ଼ି ବୁଝିଲେ ବଢ଼ି ଥାଏ ଗତି,
ଶୁଣି ବୁଝିଲେ ଜ୍ଞାନ ଅସରନ୍ତି,

ଅସରନ୍ତି ସମୟ ଯିଏ ରଚିଛି,
ବାକି ସିଏ କିଛି ବିଚାର ରଖିଛି,

Leave a Reply

Your email address will not be published. Required fields are marked *