BrahmanKshyatriya
BaishyaSudra
January 25, 2026

SMruti_The_Memory

Memory The meaning of SMruti

If I do anything good for the society, I will do it now

First World Wide Movie

Name Bhai

ଶିଖି ସିଖେଇବୀ
🙏Memory🙏 SMruti-The_Memory

ବିଷୟ+        BHAI 🥇

ଏମିତି ବିଷୟ ପଢ଼ି ପଢ଼ି ସମାଜ ପାଇଁ ଭାଈ ହେଇଯିବ

ବିଶ୍ଵରେ ଶାନ୍ତି ସ୍ଥାପନ ପାଇଁ ବ୍ୟବସ୍ଥା ବଦଳିବ, ଏହା ହେଇକି ରହିବ, କାହାର ବଳିଦାନ ତପସ୍ୟା ଖାଲିରେ ଯିବ ନାହିଁ।

୧- ପଇସାର ମାନ୍ୟତା ମିଳିବ

୨- ଏକ ନୂତନ ଯୁଗର ସାକ୍ଷୀ ସାରା ବିଶ୍ୱର ମାନବ ସମାଜ ରହିବ।

୩- ପାତର ଅନ୍ତର ଭାବ ବଦଳିବ

୪- ମିଳିବ ଆଶାଠୁ ଅଧିକ ଖୁସି

୫- ଗତି ସହ ମିଶିବେ ସମଗତି

୬- ଜ୍ଞାନ ଓ ବିଜ୍ଞାନ ଉଭୟ ଭାଈର ବିଚାର

୭- Smruti_The_Memory Writer

ଏହା କରି କରାଇବା ପାଇଁ ନାଟକ ଚାଲିଛି, ନାଟକର ରଚନା କରି ହେବ, ଇତିହାସ ହୋଇ ସାରିଛି, ପୂରଣ ହେବ ଆଉ smrutithememory ଦ୍ବାରା ହେବ।

ଏହା ପାଇଁ ୩ ଦରକାର ୧୨୩🌎

ଏହି ବିଷୟ ଏହିପରି ଲେଖା ଯାଇଛି, ସବୁ ଆନ୍ତରିକ ଓ ସାର୍ବଜନୀନ ସହଯୋଗ ଦେବେ।

ଚୋରି କରି ହେବ ନାହିଁ ଜ୍ଞାନ_ ଦୁର୍ବଳ ନୁହେଁ ବିଜ୍ଞାନ

ନିର୍ଦ୍ଧେଶ ପାଇଲେ ନିର୍ଦ୍ଦେଶକ ତିଆରି ହୁଏ, ଆଦେଶ ପାଇଲେ କଳାକାର ତିଆରି ହୁଏ, କଳାକାର ବୁଝିଲେ ସମାଜ ବୁଝି ବୁଝାଏ, ଅସମ୍ଭବ ହିଁ ସମ୍ଭବ ହୁଏ।

ଏହା କରି ଦେଖେଇବା କାମ କାର୍ତ୍ତିକସ୍ମୃତି ରଥ ଭାଈର।

ଆଧ୍ୟାତ୍ମିକ ପରିଚୟ ମୋକ୍ଷ_ଜ୍ଞାନି_ମହାରାଜା

ସାମାଜିକ ପରିଚୟ World no-1 Lawyer

ବିଷୟ ବିଷୟରେ ବେଶି ଲେଖି ପାରିବି ନାହିଁ, କମ୍ ଲେଖିଲେ ବିଷୟର ଅପମାନ ହୋଇଯିବ। ହଉ ପଛେ ଅପମାନ, କର୍ମ କରି ଚାଲିବା ବା ଅବଗତ କରାଇବା ଆମ କାମ। (ଏକା କେହି ନାହାନ୍ତି, ଏକୁଟିଆ ରହିବା ପାଇଁ ______ ପଡୁଛି। ବ୍ରାହ୍ମଣ ଭିକ ମାଗିପାରେ, ତ ଦ୍ବାରା ଭି ସମାଜ ମଙ୍ଗଳ କର୍ମ କରିଥାଏ। ସାହାଯ୍ୟ କଲେ ସାହାଯ୍ୟ ମିଳିବ ବେହିସାବ।

“google pay” beasimplesmruti@oksbi

ଏହା ମୋର କର୍ମ ଏବେ ground lable ରୁ କରିବା କଥା, ମୋର ଶ୍ରୀମତୀ ଯେହେତୁ ଦିନ ସମୟରେ ଚାକିରି ପାଇଁ ଯାଆନ୍ତି, ତେଣୁ ମୁଁ ଦିନରେ ସମୟ ମୋର ପ୍ରିୟ ସନ୍ତାନର ବାପାର କର୍ତ୍ତବ୍ୟ କରେ, କେତେ କେତେ କେତେ ସମୟ ଯାଏ ଭାରତୀୟ ଓ ବିଶ୍ଵର ମାନବ ସମାଜର ସଂସ୍କୃତି, ଓ ଅନ୍ୟ ବିଷୟ ଉପରେ ମୋର କର୍ମ କର୍ତ୍ତବ୍ୟ। କରୁଛି କରୁଥିବି।

Leave a Reply

Your email address will not be published. Required fields are marked *