Smrutithememory
ଜ୍ଞାନ ଅଛି ଯଦି, ସାଥେ କେହି ସାଙ୍ଗ ଥିଲେ ହେବ, ତାହା ଜମା ନୁହଁ, ଜିଦ୍ଦି ଅଛି କରି ଦେଖେଇବାର କରିବି। ସବୁ ମରୁଛନ୍ତି ମୁଁ ଭି ମରିବି, ମରିବା ପୂର୍ବରୁ ମରିବା ସ୍ଵପ୍ନ ନା ଦେଖିବି, ନା ଦେଖେଇବି।
ବିଚାର ଓ ମନ ମିଳନ ସହ, ବିଶ୍ଵାସ ଥିବା ସାଙ୍ଗ ରୂପକ ଭାଈ ବହୁତ୍ ଥିବା ସତ୍ତ୍ବେ, ଚୟନ କରିବା ବହୁତ୍ କଷ୍ଟ ହେଲାଣି, ତେଣୁ ଯେଉଁ ଭାଈ ମୋ ସହ ମିଶିକି ରହିବେ, ସେ ମୋର ଜୀବନୀ ବିଷୟରେ ଜାଣିଥିବା ଯେତେ ଆବଶ୍ୟକ, ସେତିକି ଆବଶ୍ୟକ ନିଜ ମତ ଦେବେ, ମୋ ଦ୍ବାରା ଚୟନ କରିବା ଦ୍ବାରା କିଏ କିଏ ବୋଧେ ହାତଛଡ଼ା ହୋଇଯିବେ। ତେଣୁ ନିଜର ହାତେ ନିଜେ ଚୟନ କର।
ଜେତେ ପାରୁଛ sms କର- 9861451244/ 9040451244
mail କର
Kartiksmruti Rath Kartiksmruti Rath ଏହି social media AC ଦ୍ବାରା ଜଣାଇବେ ବା ଯାହା ପାଖେ ଯାହା details ଅଛି, ମତାମତ ଜଣେଇବେ।
ବିଚାର ଆସିଛି ମାନେ କରିବି ବିଚାର ପୂର୍ଣ୍ଣ,
ଧନ କମେଇବା ପୁର୍ବରୁ ଧନ କଣ ଜାଣିବା ଦରକାର୍ ଥିଲା, ଜାଣିବା ପରେ ତାହା, ମୋ ଠାରୁ ଲୋଭ, ମୋହ ଓ ମାୟା original-duplicate ସବୁ ଚିହେଁଇ ଦେଇଥିଲା। ଶିଖିବା ଆଗ୍ରହ ମତେ ଟିକେ ଶୀଘ୍ର ସିଖାଇଦେଇଥିଲା, ସବୁ ଶିଖିଥିଲେ ପୁର୍ବରୁ, ସବୁ ଶିଖିବେ ପରେ…..
ଯେହେତୁ କେତେ ସଡ-ତନ୍ତ୍ର, ମାଡ଼-ଗାଳି, ମାନ-ଅପମାନ ସତ୍ତ୍ୱେ, ପଥ ମୋର ପରିବର୍ତ୍ତନ ହୋଇନି, କି ହେବ ନାହିଁ, ଯଦି ଲଢ଼ିବି ସମସ୍ତଙ୍କ ସହ, ମୋର ବିଚାର ପଥ ଭ୍ରମ ରୂପକ ବାଧକ ହୋଈ ରହିବ, no fight till success.
sms କର, call କର, ବାକି କର୍ମ କରିବା ଦାୟିତ୍ବ ମୋର।
ଆଗକୁ ସମସ୍ତ ବ୍ୟାପାରି ଭାଈଙ୍କୁ ନିଜର କରାଇବା ପାଇଁ, ମୋର ସିଦ୍ଧି ଜ୍ଞାନ ବ୍ୟବହୃତ କରିବି।
ସ୍ମୃତି- The Memory/ #smrutithememory
#mokshagyanimaharaja #worldno1lawyer #kartiksmrutirath
9861451244/9040451244
kartik@smrutithememory.co.in
kartiksmruti5@gmail.com
