Tital selected OR not disclosed
Surya( ସୂର୍ଯ୍ୟ) and chiyan Bikram (ଚିୟା ବିକ୍ରମ) a Globally Release Movie
LCU Director Lokesh kanakraj
କହିବାକୁ ଗଲେ ଏହି କଳାକାର ମାନଙ୍କୁ ମହାନ୍ କଳାକାର କୁହାଯାଏ, ଯିଏ କାହାଣୀ କୁ ଜୀବିତ କରେଇ ରାସ୍ତା ବା ମାର୍ଗ ଦର୍ଶନ କରେଇ ଦେଇଥାନ୍ତି, ମାତ୍ର ସମୟ ଦିନେ ଏହି ଦୁଇ ଚମତ୍କାର କଳାକାରଙ୍କୁ ଏକ ରୁ ଅନେକ ଭଲ କଳାକାରି ଦେଖେଇ ପାରିବେ।
ବିଶ୍ଵ ସ୍ତରରେ କଳାକାରିତା ଦେଖେଇଲା ଭଳି କଳାକାର, ଯାହାଙ୍କୁ ଦର୍ଶକ ବୁଝି ପାରୁ ନାହାଁନ୍ତି।
ତେଣୁ ଏକ ସୁନ୍ଦର ଲେଖନୀ ଦ୍ବାରା ଏହା ମୁଁ ସମ୍ଭବ କରି ଦେଖେଇବି। ବାକି ରହିଲା…..
