ପରିସ୍ଥିତି
ଠିକ୍ ଅଛି ଯଦି ସମାଜ ପାଇଁ ସେବା କଲେ, ଶ୍ରୀମତୀ ବା ମୋ ଘରଣୀଙ୍କୁ ହଇରାଣ କରନ୍ତି ମୋ ବିଷୟରେ ଖରାପ୍ କହି, ତାହାଲେ ଆଜି ବୁଝି ପାରୁଛି, ମୋ ବାପା ମାଆ ମତେ ଦୁଷ୍ଟ କାହିଁକି କହୁଥିଲେ, ମୋ ବିଷୟରେ ମୋ ପଛରେ ଗପିବା ଲୋକ, ମୋର କେବେ, କେଉଁ ଜନ୍ମରେ, ମିତ୍ର ବା ପରିବାର ସଦସ୍ୟ ହୋଇ ପାରିବ ନାହିଁ, ମୋର ପାଟି ଚୁପ୍ ହେବା ଅସମ୍ଭବ ଥିଲା, ମାତ୍ର ଦୁଃଖର କଥା, ଯେଉଁ ଦେଶର ଉନ୍ନତି, ମାନବ ସମାଜର ଉନ୍ନତି ପାଇଁ, ମୋର ସବୁ କିଛି ତ୍ୟାଗ କରି, ସାଧାରଣ ଲୋକ ଭଳି ରହିବା ପାଇଁ ଚାହୁଁଥିଲି, ତାହା ହେବାକୁ ଦେବେନି ଏହି ସମାଜ, ଯଦି ଏମିତି ହୁଏ, ମୋର ଆଗ୍ରହ କମିଯିବ।
ମୋତେ କିଛି ଏମିତି ତଥ୍ୟ ଜଣାଗଲା ଯାହା ମାନବ ସମାଜର କଲ୍ୟାଣ ବା ଉନ୍ନତି ପାଇଁ କାର୍ଯ୍ୟ କରାଯାଉ ନାହିଁ, ଯଦି ସୁବୁଦ୍ଧି ଦ୍ବାରା ସୁଶାସନ ଚଳା ଯାଇ ପାରିବ, ଅନ୍ୟ ବିଚାର ବଦଳିବା କେତେ ସମୟ, ମାନବ ସମାଜର ବଦଳିବା କେତେ ସମୟ।
ମୁଁ ଦେଖୁଛି ମୋର ଶ୍ରୀମତୀ ତ୍ୟାଗ କରିଛି, ଅନ୍ୟ ସାଧାରଣ ଦମ୍ପତି
