BrahmanKshyatriya
BaishyaSudra
March 26, 2026

SMruti_The_Memory

Memory The meaning of SMruti

ମାନବ ଦାନବ

ମାନବ ଦାନବ ହିଁ ଗୋଟେ ଜାତି ଦାନବ କେବଳ ଏକ ପ୍ରବୃତ୍ତି, ଦାନବ ଅର୍ଥାତ୍, ମାନବ ସମାଜରେ ରହୁଥିବା ମାନବ ରୂପୀ ଦାନବ, ଦାନବ କେବଳ ଏକ ପ୍ରବୃତ୍ତି, ଏହି ପ୍ରବୃତ୍ତିର ନାସ ବା ମାନବ ଜାତିର ଶତ୍ରୁ ନାସ ହେଇଯାଆନ୍ତି ହୋମ କଲେ, ମୋର ଶତ୍ରୁ କେହି ନୁହଁ କେବଳ ମିତ୍ର, ବାକି କାହାର କଣ ଭାବନା, ମୋ ପ୍ରତି ସୃଷ୍ଟି ହୋଇଛି ତାହା ଅସ୍ପଷ୍ଟ ଓ ଅଦରକାରୀ, କାରଣ ଭାବ ବଦଳେ ସମୟ ସହ, ସମୟ ଏକା ଭଳି ରୁହେ ନାହିଁ, ତେଣୁ ବିଶ୍ଵ ଯୁଦ୍ଧ ହେବା ପରିବର୍ତ୍ତେ, ବିଶ୍ବ ଶାନ୍ତି ପରିସ୍ଥିତି ସ୍ଥାପନ ନିମନ୍ତେ, ପିତୃ ଶକ୍ତି ପାଖରେ ଆକୁଳ ପ୍ରାର୍ଥନା ଓ ନିବେଦନ ସହ, ହୋମ  ସମୟେ ସମୟେ ସମାଜ ପାଇଁ କରାଯାଉଥିବ।

Leave a Reply

Your email address will not be published. Required fields are marked *