ଶରୀର ମୃତ ଆତ୍ମ ତ୍ରି ଗୁଣିତ
ବୁଝିବା କଥା ନେତା ମନ୍ତ୍ରୀ ଲଢନ୍ତି ନା ଲଢ଼ାନ୍ତି, ନେତା ଭାରତୀୟ ସଂସ୍କୃତି ଜ୍ଞାନ ଥିଲେ ନେତା ମନ୍ତ୍ରୀ ହେବା କଥା, ଭାରତୀୟ ମାନଙ୍କ ସୁବିଚାର ଧାରି ପ୍ରତିନିଧି ହେବା ଦରକାର୍। ସଡ ତନ୍ତ୍ର ସାଧାରଣ ଜନତା ବୁଝି ନପାରି ଫସିଯାୟେ, ତେଣୁ ଭାରତ ବିରୁଦ୍ଧରେ କିଏ କିଛି କହିଲେ, ଜାଣ ତୁମେ ଦେଶ ଦ୍ରୋହି, ଦେଶ ପ୍ରେମ ପ୍ରୀତି ଆଗ ଆମ ଭାରତୀୟ ପୂର୍ବ ପୁରୁଷ ଶିଖେଇଛନ୍ତି ଇତିହାସ ରେ, ମହାନ ସୁବାଷ ବୋଷ, ମହାନ୍ ସାଥି ଭାଈ ମାନେ, ମହାଗୁରୁ ରାଜୀବ ଦିକ୍ଷୀତ ଭାଈ, ମହାବୀର ଭଗତ ସିଂହ, ଶୁକଦେବ ଜୟଗୁରୁ, ଅନେକ ଅନେକ ବିର ମହାବୀର ଦେଶର ସମାଜର ନିଃସ୍ଵାର୍ଥପର ସେବା କରି ଚାଲି ଯାଇଛନ୍ତି ଶରୀର ଛାଡ଼ି, ବିଚାର ଜୀବିତ ଓ ଦ୍ଵିଗୁଣିତ, ଟ୍ରିଗୁଣିତ, ଅସଂଖ୍ୟ ଗୁଣିତ ଭାବେ ଗୁଣନ ହେବ।ଆଉ ରହିଲା ଅଜ୍ଞାନୀ ଭାଈ, ଯାହାର ପରିସ୍ଥିତିକୁ ନିୟନ୍ତ୍ରଣ କରି, ବୁଦ୍ଧି ଭ୍ରଷ୍ଟ କରାଯାଇଛି, ସେ ଦିନେ ବୁଦ୍ଧି ଫେରି ପାଇବେ। ଭାଇଚାରାର ମାନେ ଶାନ୍ତି, କାହା ବିରୁଦ୍ଧରେ ଅଶାନ୍ତି କଲେ, ଅଶାନ୍ତି ହେବ ସତ, ହିଂସା ଦେଖେଇ ଅହିଂସା ଖୋଜିବା ଯୁଗ ଶେଷ, ଜେସା କୁ ତେସା, ବିଲେଇ ହାବୁଡେ ପଡ଼ିବ ଏବେ ଚୁଟିଆ ମୂଷା।
